top of page

Legal Aid Clinic/ଆଇନ୍ ସହାୟତା କେନ୍ଦ୍ର

       To read odia translation of legislations, click here

ଆଇନଗତ ନିନିୟମ ଓ ଅଧିନିୟମର ଓଡ଼ିଆ ଅନୁବାଦ ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ |

IMG-20200624-WA0011.jpg

aboutCLINIC

Legal Services Committee with the help of University has a functioning  Legal Aid Clinic. LAC has been conceptualized as one-stop online grievance redressal for the welfare of the underprivileged sections of the society 

ଆମ୍ଭେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଆଇନ୍ ସହାୟତା ସମାଜ, ବିଶ୍ବବିଦ୍ୟାଳୟରେ ଆମ ନିଜସ୍ୱ ଆଇନ ସହାୟତା କେନ୍ଦ୍ର ସ୍ଥାପିତ କରି ଅଛୁ। ନିଷ୍ପେସିତ ବର୍ଗର ଜନସାଧାରଣଙ୍କ କଲ୍ୟାଣ ହେତୁ ଏହି କେନ୍ଦ୍ର ଏକ-ସ୍ଥାନରେ ଅଭିଯୋଗ ସମାଧାନ ପାଇଁ ଗଠନ ହୋଇଛି ।
 

WhatsApp Image 2021-02-05 at 11.58.37 AM

cONNECT FOR HELP
ସାହାଯ୍ୟ ପାଇଁ ସମ୍ପର୍କ କରନ୍ତୁ

Write to us at legalaidhelpline@nluo.ac.in. Or simply fill out the form given below

ଆମକୁ legalaidhelpline@nluo.ac.in. ରେ ଇ-ମେଲ୍ ଲେଖନ୍ତୁ କିମ୍ବା ତଳେଦିଆଯାଇଥିବା ଆବେଦନ ପତ୍ର (ଫର୍ମ) ଭରି ନିଜ ଅଭିଯୋଗ ଦାୟର କରନ୍ତୁ ।

WhatsApp Image 2021-02-05 at 11.59.03 AM

Success stories
ସଫଳତାର କାହାଣୀ

The legal aid clinic since its recent inauguration has acted as succour to localities, it has seen an influx of cases and is prompt in assisting them all through the legal process until resolution. Here are few success stories we would like to share with you all  

ସ୍ଥାପିତ ହେବାର ପ୍ରଥମ ଦିନରୁ ଆଇନ ସହାୟତା କେନ୍ଦ୍ର ଲୋକଙ୍କ ପାଇଁ ସାହାରାର ମାଧ୍ୟମ ହୋଇଛି । ଏଠି ଅନେକ ଅଭିଯୋଗ ଦାୟର କରାଯାଇଛି ଏବଂ ଏଇ କେନ୍ଦ୍ର ତୁରନ୍ତ ପ୍ରଭାବଶାଳୀ ଭାବେ ସମାଧାନ ଯାଏଁ ସହାୟତା ଯୋଗାଇଛି । ତନ୍ମଧ୍ୟରୁ କେତୋଟି ସଫଳତର କାହାଣୀ ଆମେ ଏଠି ଆପଣଙ୍କ ସାମ୍ନାରେ ରଖୁଛୁ

© 2021 Legal Services Committee, National Law University Odisha. All Rights Reserved.
bottom of page